# About Utkal Jhia Lahari: YouTube Channel Profile

Markdown version of https://vidiq.com/youtube-stats/channel/@utkaljhialaharivlog/about/ from vidIQ YouTube Stats. Link to that page, not to this file.

As of 2026-10-29, Utkal Jhia Lahari has 927,000 subscribers, 1,201,123,409 total views, and 551 videos. It ranks #80,126 by subscribers among channels tracked by vidIQ.

## Profile

- Channel: [Utkal Jhia Lahari](https://vidiq.com/youtube-stats/channel/@utkaljhialaharivlog/)
- Subscribers: 927,000
- Total views: 1,201,123,409
- Videos: 551
- Estimated monthly earnings: $1,169
- Worldwide rank: #80,126
- Country: India (rank #17,373)
- Category: Lifestyle (rank #16,001)
- Joined YouTube: 2025-05-27
- Statistics as of: 2026-10-29

## Channel description

Written by the channel:

> ଜୟ ଜଗନ୍ନାଥ 🙏
> ଜୟ ମା ମାଟିଆ ମଙ୍ଗଳା 🙏
> ଆପଣମାନଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ କରୁଛି ☺️
>       ମୋ ନାଁ ଲହରି ଦଳେଇ, ମୋ ଘର ବାଲେଶ୍ୱର ଜିଲ୍ଲା ଇମାମି ଜଗନ୍ନାଥ ମନ୍ଦିର ପାଖରେ, ମୁଁ ମୋ ଭିଡିଓ ମାଧ୍ୟମ ରେ ଗାଁ ଲୋକମାନଙ୍କର ପ୍ରତିଦିନ କାର୍ଯ୍ୟକଳାପ ବିଷୟରେ ଆପଣମାନଙ୍କୁ ଦେଖାଇବାକୁ ଚେଷ୍ଟାକରେ 🙂❤️
> ଆପଣମାନେ ମୋ ଭିଡିଓ ଦେଖୁଥିବାରୁ ସମସ୍ତଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ 🙏
> ଏବେ ଆପଣମାନଙ୍କ ସମର୍ଥନ(Support) ମତେ ବେଶି ଆବଶ୍ୟକ, ଯାହାଦ୍ୱାରା କି ମୁଁ ଗାଉଁଲି ସଂସ୍କୃତିକୁ ପୁରା ଓଡିଶାରେ ବିସ୍ତାର କରିପରିବି ❤️
> ଯଦି ଆପଣ ମୋ ଭିଡିଓକୁ ଦେଖିଛନ୍ତି ତାହାଲେ ଭିଡ଼ିଓ କୁ Like, Comment, Share କରି ଆମ ଚ୍ୟାନେଲ କୁ Please  Subscribe କରିଦେବେ, ଯାହାଦ୍ୱାରା କି ଆମ ଭିଡିଓ ଓଡିଶାର ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚିପାରିବ 🥰❤️
> ଆଶାକରୁଛି ଆମ ଓଡ଼ିଆ ସଂସ୍କୃତି କୁ ଆଗକୁ ନେବାପାଇଁ ଆପଣମନେ ଆମକୁ ସାହାଯ୍ୟ କରିବେ 🙏
> ରହିଲି ଜୟ ଜଗନ୍ନାଥ 🙏 ଜୟ ମା ମାଟିଆ ମଙ୍ଗଳା 🙏
>
>
> For Business Enquiry :-
> Email :- laharidaleibusiness@gmail.com
